ପୁରୀ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଶହେ କୋଟି ପ୍ରକଳ୍ପର ଶିଳାନ୍ୟାସ କ‌ଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପୁରୀ: ପୁରୀରେ ତିନିଦିନିଆ ଅନ୍ତର୍ଜାତୀୟ ଲକ୍ଷ୍ମୀ ପୁରାଣ ସତ୍ର ଶୁଭାରମ୍ଭ ହୋଇଛି। କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଶ୍ରୀସଦାଶିବ ପରିସରରେ ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ

Read more