ଦେଶରେ ମହିଳା ବିରୋଧୀ ଅପରାଧରେ ଏକ ନମ୍ବର ଓଡ଼ିଶା: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ଦେଶରେ ମହିଳା ବିରୋଧୀ ଅପରାଧରେ ଏକ ନମ୍ବର ଓଡ଼ିଶା। ମହିଳା ଅତ୍ୟାଚାରରେ ଓଡ଼ିଶା ସମସ୍ତଙ୍କ ମୁଣ୍ଡକୁ ତଳକୁ କରୁଛି, ସାରା ଦେଶରେ ଓଡ଼ିଶା ଆଜି ନିନ୍ଦିତ।

Read more