ଉତ୍ତରପ୍ରଦେଶ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ, ୪ ନେତାଙ୍କୁ ମିଳିଲା ମନ୍ତ୍ରୀପଦ

ଯୋଗୀ ମନ୍ତ୍ରୀମଣ୍ଡଳରେ ବିସ୍ତାର । ୟୁପିର ଯୋଗୀ ସରକାର ନିଜ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ କରିଛନ୍ତି । ଆଜି ୪ ଜଣ ନେତା ମନ୍ତ୍ରୀମଣ୍ଡଳରେ ସାମିଲ ହେଇଛନ୍ତି ।

Read more