ଋଷଭ ସୁସ୍ଥ ହେଉଥିବାର ଫଟୋ ଦେଖି ଏଭଳି ପ୍ରତିକ୍ରିୟା ରଖିଲେ ଉର୍ବଶୀ

ନୂଆଦିଲ୍ଳୀ: ଟିମ୍‌ ଇଣ୍ଡିଆର ୱିକେଟ୍‌ କିପର୍‌ ଋଷଭ ପନ୍ଥଙ୍କ ଦୁର୍ଘଟଣା ପରେ ସେ ଖେଳାଖେଳିରୁ ନିଜକୁ ଦୂରେଇ ରଖିଛନ୍ତି। ଗତ ମାସରେ ତାଙ୍କର କୋକିଲାବେନ୍‌ ହସ୍ପିଟାଲ୍‌ରେ ସର୍ଜରୀ ହୋଇଥିଲା।

Read more