ଉତ୍ତରାଖଣ୍ଡରେ ବିଭାଗ ବଣ୍ଟନ ଦାୟିତ୍ୱ ଅର୍ପଣ

ଉତ୍ତରାଖଣ୍ଡ:ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଶପଥ ଗ୍ରହଣ କରିବାର ୬ଦିନ ପରେ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗ ବଣ୍ଟନ କରିବା ସହିତ ସେମାନଙ୍କୁ ଦାୟିତ୍ୱ ଅର୍ପଣ କରିଛନ୍ତି।

Read more