ନବମ ଦିନରେ ଉତ୍ତରକାଶୀ ଉଦ୍ଧାର କାର୍ଯ୍ୟ: ଶ୍ରମିକଙ୍କ ପାଖରେ ପହଞ୍ଚିଲା ୬ ଇଞ୍ଚ ଚଉଡ଼ା ପାଇପ୍‌

ଉତ୍ତରକାଶୀ: ଉତ୍ତରାଖଣ୍ଡରେ ‌ଟନେଲ୍‌ ଭିତରେ ଫସି ରହିଥିବା ୪୧ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟରେ ଏକ ବଡ଼ ସଫଳତା ସ୍ବରୂପ ସୋମବାର ୬ ଇଞ୍ଚ ଚଉଡ଼ା ବିକଳ୍ପ ପାଇପ୍

Read more