ସୁଡ଼ଙ୍ଗରେ ଥିବା ଶ୍ରମିକମାନେ ପ୍ରଥମେ ଖଣି ମାଲିକଙ୍କୁ ଦେଖି କୁଣ୍ଢାଇ ପକାଇ ‘ଆଲ୍‌ମଣ୍ଡ୍‌’ ଅର୍ପଣ କରିଥିଲେ

ଉତ୍ତରକାଶୀ: ଉତ୍ତରାଖଣ୍ଡ ସୁଡ଼ଙ୍ଗ ଫସି ରହିଥିବା ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବରେ ବାହରକୁ ବାହାର କରାଯାଇଛି। ‘ରାଟ୍‌-ହୋଲ୍‌ ମାଇନର୍ସ’ର ଉଦ୍ଧାରକାରୀମାନେ ଡ୍ରିଲ କରିବା ସମୟରେ

Read more