ବିଜେପିରେ ସାମିଲ ହେଲେ ପ୍ରଦେଶ ମହିଳା ଅଧ୍ୟକ୍ଷା ସରିତା ଆର୍ଯ୍ୟ

ଡେହେରାଡୁନ୍, ୧୭/୦୧: ଉତ୍ତର ପ୍ରଦେଶ ପରେ ଉତ୍ତରଖଣ୍ଡରେ ଆରମ୍ଭ ହୋଇଛି ଦଳ ଡିଆଁ । ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଛି ବଡ ଝଟକା ।

Read more