ରାଜ୍ୟରେ ୫୪ଟି କେନ୍ଦ୍ରରେ ଚାଲିଛି ଟିକାକରଣ

ଭୁବନେଶ୍ୱର ୧୬।୦୩ : ଆଜିଠାରୁ ୧୨ ରୁ ୧୪ ବର୍ଷ ପିଲାଙ୍କ ଟିକାକରଣ ଆରମ୍ଭ ହୋଇଛି। ଆଜି ରାଜ୍ୟର ୫୪ ଟି କେନ୍ଦ୍ରରେ ଟିକାକରଣ ଆରମ୍ଭ ହୋଇଛି।

Read more