ବନ୍ଦେ ଭାରତ ଟ୍ରେନ୍‌ରେ ପୁରୀରୁ ହାୱଡ଼ା ଯାତ୍ରା କରୁଛନ୍ତି କି? ଜାଣନ୍ତୁ ଭୋଜନରେ ପାଇବେ କେଉଁକେଉଁ ଖାଦ୍ୟ

ଭୁବନେଶ୍ବର: ଭାରତୀୟ ରେଳବାଇର ଦ୍ରୁତଗାମୀ ଟ୍ରେନ୍‌ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ଶନିବାର (୨୦୨୩ ମେ’ ୨୦) ଠାରୁ ନିୟମିତ ଭାବେ ହାୱଡ଼ା-ପୁରୀ ମଧ୍ୟରେ ଚଳାଚଳ କରିବ। ଏହି

Read more