ଆଜି ପୁରୀରୁ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ : ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ, ଉପସ୍ଥିତ ରହିବେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ପୁରୀ : ଆଜିଠୁ ଓଡ଼ିଶାରେ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ । ପୁରୀ-ହାଓ୍ଵଡା ଭିତରେ ଚଳାଚଳ କରିବ ଏହି ଦ୍ରୁତଗାମୀ ଟ୍ରେନ୍‌ । ପୁରୀ ରେଳ ଷ୍ଟେସନରୁ ବନ୍ଦେ

Read more