ଅକ୍ଟୋବର ୨୦ରେ ଭୁବନେଶ୍ବର ବନ୍ଦ ହେବନି ପରିବା ବ୍ୟବସାୟ; ମହାସଂଘର ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ବର: ଆସନ୍ତା ୨୦ ତାରିଖରେ ‌ଭୁବନେଶ୍ବରରେ ପରିବା ବ୍ୟବସାୟ ବନ୍ଦ ରଖିବାକୁ ଦେଇଥିବା ଚେତାବନୀରୁ ଓହରି ଯାଇଛି କଞ୍ଚା ପରିବା ବ୍ୟବସାୟୀ ମହାସଂଘ। ଆଜି ରାତିରେ ମହାସଂଘର

Read more