ଆଉ ଗଡ଼ି ପାରିବ ନାହିଁ ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ନୂଆ ସ୍କ୍ରାପ୍‌ ପଲିସିକୁ କାର୍ଯ୍ୟକାରୀ କରୁଛି ରାଜ୍ୟ। ରାଜ୍ୟରେ ପ୍ରକ୍ରିୟା ଆରମ୍ଭ ହୋଇଛି। ପୁରୁଣା ଗାଡ଼ି ଚିହ୍ନଟ ସରିଥିବା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା

Read more