ଅଭିନୟ ଦେଖି ଭୁରିଭୁରି ପ୍ରଶଂସା କରିଥିବା ତେନ୍ଦୁଲକରଙ୍କ ସହ ଫଟୋ ସେୟାର କରି ଭିକ୍କି ଦେଲେ ଏଭଳି ପ୍ରତିକ୍ରିୟା…

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଭିକ୍କି କୌଶଲ ତାଙ୍କର ସିନେମା ‘ଶ୍ୟାମ ବାହାଦୁର’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଏହି ସିନେମା ଡିସେମ୍ବର ୧ ତାରିଖରେ ପ୍ରେକ୍ଷାଳୟରେ ରିଲିଜ ହୋଇଯାଇଛି।

Read more