ବିଚାରପତି ଭାବେ ଶପଥ ନେଲେ ଓକିଲ ଏଲ୍ ଭିକ୍ଟୋରିଆ ଗୌରୀ

ସୁପ୍ରିମକୋର୍ଟ ମାଡ୍ରାସ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ଓକିଲ ଲକ୍ଷ୍ମଣ ଚନ୍ଦ୍ରା ଭିକ୍ଟୋରିଆ ଗୌରୀଙ୍କ ନିଯୁକ୍ତି ବିରୋଧରେ ହୋଇଥିବା ଆବେଦନ ଗ୍ରହଣ କରିବାକୁ ମନା କରିଛନ୍ତି ।

Read more