ବିଧାନସଭାରେ କଂଗ୍ରେସ ସାଂସଦଙ୍କ ବିବାଦୀୟ ବୟାନ ପ୍ରସଙ୍ଗ, ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା

ଭୁବନେଶ୍ୱର: ସଂସଦରେ ରାଷ୍ଟ୍ରପତିଙ୍କୁ ନେଇ କଂଗ୍ରେସର ବିବାଦୀୟ ବୟାନ ପ୍ରସଙ୍ଗ । ବିଧାନସଭାରେ ଉଠିଲା କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କ ବିବାଦୀୟ ମନ୍ତବ୍ୟ ଝଡ଼ ।

Read more