ଭିଜିଲାନ୍ସ ଜାଲରେ ସରକାରୀ ନିର୍ବାହୀ ଯନ୍ତ୍ରୀ

ଭୁବନେଶ୍ବର: ପୂର୍ତ୍ତ ବିଭାଗ ଯନ୍ତ୍ରୀ ଅଜୟ ମିଶ୍ରଙ୍କ ଘରେ ଚାଲିଛି ଭିଜିଲାନ୍ସ ଚଢାଉ । ଯାଞ୍ଚ ଯେତେ ଆଗଉଛି ଯନ୍ତ୍ରୀଙ୍କ ସମ୍ପତ୍ତି ଗୁମର ଖୋଲିବାରେ ଲାଗିଛି ।

Read more