କାଦୁଅ ପଚ ପଚ ରାସ୍ତାରେ ଧାନ ଗଛ ଲଗାଇ ଅଭିନବ ପ୍ରତିବାଦ

ମାଲକାନଗିରି: ବର୍ଷା ଋତୁରେ ବାଲିଟ୍ରକ ସାଜିଲା କାଳ। ଲଗାତାର ଗାଁ ରାସ୍ତାରେ ବାଲି ଟ୍ରକଗୁଡିକ ଯିବା ଆସିବା କରିବା ଦ୍ବାରା ଏବେ ଗାଁ ରାସ୍ତା ଶୋଚନୀୟ ହୋଇପଡିଛି।

Read more