କାଶୀପୁର ଥାନା ଘେରାଉ କଲେ ୪୦ ଗ୍ରାମବାସୀ, ଘରୋଇ କମ୍ପାନି ବିରୋଧରେ ଗର୍ଜିଲେ ଲୋକେ

ରାୟଗଡା: କାଶୀପୁର ଥାନା ସମ୍ମୁଖରେ ମଙ୍ଗଳବାର ସନ୍ଧ୍ୟାରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା। ମୈତ୍ରୀ କମ୍ପାନି ଗୋ ବ୍ୟାକ୍‌, ବେଦାନ୍ତ କମ୍ପାନି ଗୋ ବ୍ୟାକ୍‌ ନାରାରେ ଥାନା ପ୍ରକମ୍ପିତ

Read more