ମଣିପୁରରେ ପୁଣି ହିଂସା: ଉଗ୍ରବାଦୀଙ୍କ ଗୁଳିରେ ୨ ମୃତ

ଇମ୍ଫାଲ/ନୂଆଦିଲ୍ଲୀ: ମଣିପୁରରେ ଆଜି କୁକି ସଂପ୍ରଦାୟର ଉଗ୍ରପନ୍ଥୀଙ୍କ ଗୁଳିମାଡ଼ରେ ଜଣେ ମହିଳାଙ୍କ ସମେତ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଡ୍ରୋନ୍‌ ଆକ୍ରମଣରେ ୧୦ଜଣ ଆହତ ହୋଇଛନ୍ତି

Read more