ଜଳୁଛି ଫ୍ରାନ୍ସ ! ୩ୟ ଦିନ ପାଇଁ ହିଂସା ଜାରି

ପ୍ୟାରିସ୍ : ପୁଲିସ ଗୁଳିରେ ଜଣେ ତରୁଣ ଶରଣାର୍ଥୀର ମୃତ୍ୟୁ ପରେ ଫ୍ରାନ୍ସରେ ଚାଲିଥିବା ହିଂସା କ୍ରମାଗତ ୩ୟ ଦିନ ପାଇଁ ବି ଜାରି ରହିଛି ।

Read more