‘ସିନେମା ସାର୍ଟିଫିକେଟ ପାଇଁ ସିବିଏଫସି ଲାଞ୍ଚ ବାବଦକୁ ମୋ ଠାରୁ ୬.୫ଲକ୍ଷ ଟଙ୍କା ନେଇଛି’: ତାମିଲ ଅଭିନେତା

ନୂଆଦିଲ୍ଲୀ: ସିନେମା ‘ମାର୍କ ଆଣ୍ଟନୀ’ ସେପ୍ଟେମ୍ବର ୧୫ ତାରିଖରେ ରିଲିଜ ହୋଇଛି। ଏହି ସିନେମାକୁ ‌ଦର୍ଶକ ଖୁବ ପସନ୍ଦ ବି କରୁଛନ୍ତି। ‘ମାର୍କ ଆଣ୍ଟନୀ’ର ହିନ୍ଦୀ ଭର୍ସନ

Read more