ଡବଲ ଇଞ୍ଜିନର ମଝିରେ ମଝିରେ ତେଲ ସରିଯାଉଛି, ଧକ୍କା ମାରି ଚଲାଉଛନ୍ତି । ନବୀନ ଇଞ୍ଜିନ ସରକାର ଲୋକଙ୍କ ଆଶୀର୍ବାଦରେ ଚାଲିଛି । ବିରୋଧୀଙ୍କୁ ତେରଛା ବାଣ ମାରିଲେ ପାଣ୍ଡିଆନ

ଖରିଆର ସଭାମଞ୍ଚରୁ ବିଜେପିକୁ ଟାର୍ଗେଟ କରିଛନ୍ତି ବିଜେଡି ନେତା ଭି.କେ ପାଣ୍ଡିଆନ । ଜନସଭାକୁ ସମ୍ବୋଧିତ କରି ପାଣ୍ଡିଆନ କହିଛନ୍ତି, ପଡୋଶୀ ରାଜ୍ୟରେ ଡବଲ ଇଞ୍ଜିନ ସରକାର

Read more