ଭୋକାଲ୍‌ ଫର୍‌ ଲୋକାଲ୍‌ ପ୍ରଭାବ: ଏଥର ଦୀପାବଳିରେ ଘାଟାରେ ରହିବ ଚୀନ୍, ଲକ୍ଷେ କୋଟି କ୍ଷତି ସହିବ

ନୂଆଦିଲ୍ଲୀ/ଭୁବନେଶ୍ବର: ଚଳିତ ବର୍ଷ ଦୀପାବଳିରେ ଲୋକମାନେ ସ୍ଥାନୀୟ ସାମଗ୍ରୀ କିଣିବା ଉପରେ ମନୋନିବେଶ କରିଥିବାରୁ ଚୀନ୍‌ ବଡ଼ ଧରଣର କ୍ଷତି ସହିବ। ସର୍ବଭାରତୀୟ ବ୍ୟବସାୟୀ ମହାସଂଘର ଆକଳନ

Read more