ମକର ସଂକ୍ରାନ୍ତିରେ ବାବା ଗୋରଖନାଥଙ୍କ ପାଖରେ କାହିଁକି ଲାଗି ହୁଏ ଖେଚୁଡ଼ି ? ଜାଣନ୍ତୁ କାରଣ…

ମକର ସଂକ୍ରାନ୍ତିରେ ବାବା ଗୋରକ୍ଷନାଥ ମନ୍ଦିରରେ ଖେଚୁଡ଼ି ଭୋଗ ଲଗାଇବାର ପରମ୍ପରା ରହିଛି । ଚଳିତ ବର୍ଷ ଜାନୁଆରୀ ୧୫ ତାରିଖରେ ମକର ସଂକ୍ରାନ୍ତି ପାଳନ କରାଯିବ

Read more