ମାଘ ସପ୍ତମୀରେ ସୂର୍ଯ୍ୟ ମନ୍ଦିରକୁ ପ୍ରବେଶ ଶୁଳ୍କ ଛାଡ଼, ଆଜି ମାଗଣାରେ ବୁଲିପାରିବେ ଯାତ୍ରୀ

କୋଣାର୍କ : ଆଜି ପବିତ୍ର ମାଘ ସପ୍ତମୀ। ଏଥିପାଇଁ ପାଇଁ ଚଳଚଞ୍ଚଳ କୋଣାର୍କ। ଏହି ଅବସରରେ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ଓ ବେଳାଭୂମିରେ ଲକ୍ଷାଧିକ ସଂଖ୍ୟକ ଶ୍ରଦ୍ଧାଳୁ

Read more