କାନ୍ଥ ଭୁଶୁଡ଼ି ୯ ମୃତ, ଘଟଣାରେ ଦୁଃଖପ୍ରକାଶ କଲେ ସିଏମ୍ ଯୋଗୀ

ଉତ୍ତରପ୍ରଦେଶ ୧୬/୦୯: ପ୍ରବଳ ବର୍ଷାରେ ବେହାଲ୍ ଉତ୍ତର ପ୍ରଦେଶର ଲକ୍ଷ୍ନୌ ସହର । ଏଠାରେ ପ୍ରବଳ ବର୍ଷା ହେତୁ ବଡ ଅଘଟଣ ଘଟିଛି । ଦିଲକୁଶା ଅଞ୍ଚଳରେ

Read more