ଯୁଦ୍ଧ ଅବସାନ ପାଇଁ ଭାରତ ଉଦ୍ୟମ କରୁ : ୟୁକ୍ରେନ ଉପ-ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ : ଭାରତ ଗସ୍ତରେ ଆସିଥିବା ୟୁକ୍ରେନର ଉପବୈଦେଶିକ ମନ୍ତ୍ରୀ ଏମିନ୍ ଝାପାରୋଭା କହିଛନ୍ତି ଯେ ୟୁକ୍ରେନ-ରୁଷ ଯୁଦ୍ଧର ସମାଧାନ କ୍ଷେତ୍ରରେ ଭାରତ ସକ୍ରିୟଭାବେ ଅଂଶଗ୍ରହଣ କରିବା

Read more