ମୁମ୍ବାଇ ବିସ୍ଫୋରଣ ସହ ଜଡିତ ଦୁର୍ଦ୍ଦାନ୍ତ ଆତଙ୍କବାଦୀ କାନାଡାରେ ଗିରଫ

ନୂଆଦିଲ୍ଲୀ: ଭାରତର ନିଷିଦ୍ଧ ଆତଙ୍କବାଦୀ ସଂଗଠନ ସିମିର ଚାନେପାରାମ୍ବିଲ ମହମ୍ମଦ ବାସିର ନାମକ ଜଣେ ସଦସ୍ୟ ରବିବାର କାନାଡାରେ ଧରାପଡ଼ିଛି। ୨୦୦୨-୦୩ରେ ମୁମ୍ବାଇ ବିସ୍ଫୋରଣରେ ସେ ଜଡିତ

Read more