କାହାକୁ ଟ୍ରୋଲ ନକରି ସମ୍ମାନ କରନ୍ତୁ; ପାଣ୍ଡ୍ୟାଙ୍କ ସମର୍ଥନରେ ବାହାରିଲେ ସୋନୁ ସୁଦ୍

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଖରାପ ଅଧିନାୟକତ୍ବ ଏବଂ ନୈରାଶ୍ୟଜନକ ଖେଳ ପ୍ରଦର୍ଶନ ନେଇ ସୋସିଆଲ ମିଡ଼ିଆରେ ବିଭିନ୍ନ ଚର୍ଚ୍ଚା ହେଉଛି।

Read more