ଜାଣନ୍ତୁ ଏହି ଡାଏଟ୍‌ ଟିପ୍ସ, ଖୁବ୍‌ ଶୀଘ୍ର କମିବ ଆପଣଙ୍କ ଓଜନ

ବ୍ୟସ୍ତ ବହୁଳ ଜୀବନରେ ପ୍ରାୟତଃ ଲୋକ ନିଜର ଖାଦ୍ୟ ପାନୀୟର ସଠିକ୍‌ ଦାୟତ୍ୱ ନେଇପାରନ୍ତି ନାହିଁ। ଯାହା କାରଣରୁ ଓଜନ ବଢିବା,ବ୍ଳଡ୍‌ ପ୍ରେସର ଆଦି ସମସ୍ୟା ଦେଖାଦେଇଥାଏ

Read more