ପଶ୍ଚିମବଙ୍ଗ: ବିଜେପି ଛାଡ଼ି ପାରନ୍ତି ଏହି ବରିଷ୍ଠ ନେତା

କୋଲକାତା ୨୨/୦୫ : ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ସରିବା ପରେ ବିଜେପିର ଅନେକ ନେତା ଟିଏମସି ଯୋଗ ଦେଇଛନ୍ତି। ବିଜେପି ନେତାମାନେ ଏବେବି ଦଳ ଛାଡ଼ିବା ଜାରି ରଖିଛନ୍ତି।

Read more