ପୁଣି ଜଣେ ମହିଳା ବାଚସ୍ପତି ହେବା ଏବଂ ଧାନର ଏମଏସପି ନେଇ କ’ଣ କହିଲେ ବିଜେଡି ଉପାଧ୍ୟକ୍ଷ ପ୍ରସନ୍ନ ଆଚାର୍ଯ୍ୟ…

ଭୁବନେଶ୍ବର: ପ୍ରମିଳ‌ା ମଲ୍ଲିକ ଓଡ଼ିଶାର ୧୬ତମ ବିଧାନସଭାରେ ବାଚସ୍ପତି ଭାବରେ ନିର୍ବାଚିତ ହୋଇଥିଲେ। ବର୍ତ୍ତମାନ ବାଚସ୍ପତି ଭାବରେ ଜଣେ ମହିଳାଙ୍କୁ ଚୟନ କରିବାର ପରମ୍ପରା ଜାରି ରହିଛି

Read more