ଅଗଷ୍ଚ ୧ ଯାଏଁ ଆଂଶିକ ଲକଡାଉନ୍, ଜାଣନ୍ତୁ କ’ଣ ରହିବ ଖୋଲା ଓ କ’ଣ ବନ୍ଦ

ଭୁବନେଶ୍ୱର, ୧୫/୦୭:  କରୋନା ପାଇଁ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ। ସାରା ରାଜ୍ୟରେ ଲାଗିଥିବା ଆଂଶିକ ଲକଡାଉନକୁ ଅଗଷ୍ଟ ୧ ତାରିଖ ଯାଏଁ ବୃଦ୍ଧି କରାଯାଇଛି ।

Read more