୩ ବର୍ଷ ହେବ ରାଜ୍ୟପାଳ କ’ଣ କରୁଥିଲେ? ତାମିଲ୍‌ନାଡୁ ‘ବିଲ୍‌’ ବିଳମ୍ବ ସଂକ୍ରାନ୍ତରେ ପଚାରିଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ୩ ବର୍ଷ ହେବ ରାଜ୍ୟପାଳ କ’ଣ କରୁଥିଲେ ବୋଲି ଆଜି ‘ଚିଠା’ ଅନୁମୋଦନ ବିଳମ୍ବଜନିତ ତାମିଲନାଡୁ ସରକାରଙ୍କ ଆବେଦନର ଶୁଣାଣି ଜାରି ରଖିବା ବେଳେ ସୁପ୍ରିମ୍‌

Read more