Co-WIN ଆପରେ ବଡ଼ ପରିବର୍ତ୍ତନ, ଏଣିକି ମୋବାଇଲର ଗୋଟିଏ ନମ୍ୱରରୁ ୬ ଜଣଙ୍କ ଟିକାକରଣ ପାଇଁ ହୋଇପାରିବ ପଞ୍ଜିକରଣ

ନୂଆଦିଲ୍ଲୀ ,୨୧।୧: ଦେଶରେ କରୋନାର ଲଢେଇ ଜାରି ରହିଛି। ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ଲଗାତାର ବଢିବାରେ ଲାଗିଛି। କରୋନା ବିରୁଦ୍ଧ ଲଢେଇରେ ଭ୍ୟାକ୍ସିକୁ ସବୁଠାରୁ ବଡ ଅସ୍ତ୍ର କୁହାଯାଉଛି।

Read more