ଶୁଭଶ୍ରୀ ମୃତ୍ୟୁ ମାମଲାରେ ବଢୁଛି ସସ୍‌ପେନ୍‌ସ: କୁଆଡେ ଗଲେ ବୟଫ୍ରେଣ୍ଡ ଦିବ୍ୟରଞ୍ଜନ?

ଯୋଡା ଡାକ୍ତରାଣୀ ଶୁଭଶ୍ରୀ କରଙ୍କ ମୃତ୍ୟୁର କାରଣ ସିନା ଜଣାପଡ଼ିଲା ହେଲେ ଏଯାଏ ତାଙ୍କ ପୁରୁଷ ବନ୍ଧୁଙ୍କୁ ନେଇ କିଛି ସ୍ପଷ୍ଟ ସୂଚନା ଆସି ନାହିଁ ।

Read more