ନିଲାମ ହେଲା ବିଶ୍ବର ସବୁଠୁ ବଡ ଧଳା ହୀରା, ଏତିକି ଦାମ୍‌ରେ ହେଲା ବିକ୍ରି

ଜେନେଭା ୧୩।୫: ହୀରାକୁ ନେଇ ଲୋକଙ୍କ ମଧ୍ୟରେ ଅଲଗା ଅଲଗା କ୍ରେଜ୍ ରହିଛି । ଏହି କାରଣରୁ ହୀରା ଗହଣାର ଚାହିଦା ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି

Read more