ଆସନ୍ତା ସପ୍ତାହରେ ବିଜେପି ଘୋଷଣା କରିପାରେ ୧୦୦ପ୍ରାର୍ଥୀଙ୍କ ନାଁ । ଓଡିଶାରୁ କିଏ ହେବେ ପ୍ରାର୍ଥୀ?

ଲୋକସଭା ନିର୍ବାଚନ ପାଇଁ ଖୁବଶିଘ୍ର ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ବିଜେପି । ୧୦୦ ପ୍ରାର୍ଥୀଙ୍କ ତାଲିକା ଚୂଡାନ୍ତ ହୋଇସାରିଥିବା ବେଳେ ଘୋଷଣା ପାଇଁ ଔପଚାରିକତା ବାକି

Read more