‘ବେଟି ବଚାଓ, ବେଟି ପଢ଼ାଓ’ ଯୋଜନା କାହା ସ୍ବାର୍ଥରେ? ଦଶନ୍ଧି ପରେ ବି ଶିଶୁକନ୍ୟା ହାର ସ୍ଥିତି ସୁଧୁରିନି

ନୟାଗଡ଼: ଦଶନ୍ଧିଟିଏ ତଳେ ନୟାଗଡ଼ ଜିଲ୍ଲାରେ ଶିଶୁ କନ୍ୟାଙ୍କ ପ୍ରତି ଯେଭଳି ଘୃଣା ମାନସିକତା ଥିଲା, ଏବେବି ସେଭଳି ରହିଛି। ଜିଲ୍ଲା ମଧ୍ୟରେ ହେଉ ବା ବାହାରେ

Read more