ଗୁଜରାଟରେ ତାଣ୍ଡବ ରଚିବା ପରେ ଏବେ ରାଜସ୍ଥାନ ମୁହାଁ ବପର୍ଯ୍ୟୟ

ଗୁଜରାଟରେ ଅଶାତୀତ କ୍ଷତି କରିବା ପରେ ଏବେ ରାଜସ୍ଥାନ ମୁହାଁ ହୋଇଛି ବାତ୍ୟା ବିପର୍ଯ୍ୟୟ । ଏହି ବାତ୍ୟା ପ୍ରଭାବରେ ରାଜସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି

Read more