ମଦ୍ୟପଙ୍କୁ ଗୋଡ଼ାଇ ଗୋଡ଼ାଇ ଝାଡୁରେ ପିଟିଲେ ମହିଳା

ମୁମ୍ବାଇ: ମଦ୍ୟପଙ୍କୁ ପାନେ ଦେବା ପାଇଁ ମୁମ୍ବାଇର ଏକ ମହିଳା ଗୋଷ୍ଠୀ ରାତିରେ ରାସ୍ତାରେ ନିଆରା କାମ କରିଛନ୍ତି। ସେମାନେ ଗୋଡ଼ାଇ ଗୋଡ଼ାଇ ମଦ୍ୟପମାନଙ୍କୁ ଝାଡୁରେ ପିଟିଛନ୍ତି।

Read more