ଦୀପ ନିଆଁ ଲାଗି ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଧୀନ ବଡ଼ଦୋଡ଼ଙ୍ଗା ଗ୍ରାମରେ ଆଜି ଦୀପନିଆଁରେ ପୋଡ଼ି ହୋଇ ରୀତା ପରିଡ଼ା (୩୮) ନାମକ ଜଣେ ମହିଳା ଗୁରୁତର ହୋଇଛନ୍ତି।

Read more