ଯୌତୁକ ପାଇଁ ବିଧବାଙ୍କୁ ହତ୍ୟା ମାମଲା: ଶାଶୂକୁ ୭ ଓ ଦିଅରକୁ ୨ ବର୍ଷ କାରାଦଣ୍ଡ

ଆସିକା: ଗାଙ୍ଗପୁର ଥାନା ଅଧୀନ ପଣସପଲ୍ଲୀ ଗ୍ରାମରେ ୨୦୧୨ ଅପ୍ରେଲ୍ ୧ ତାରିଖରେ ବିଧବା ବୋହୂ ମନାଶ ବିଷୋୟୀଙ୍କୁ ଯୌତୁକ ନିର୍ଯାତନା ଦେବା ସହ ହତ୍ୟା କରାଯାଇଥିଲା।

Read more