ରାଗରେ ଲୁହାରଡରେ ଶାଶୁକୁ ପିଟି ମାରିଦେଲା ବୋହୁ

ଶାଶୁ ବୋହୁ ଗୋଟିଏ ବେଡରେ ସାଙ୍ଗ ହୋଇ ଶୋଇଲେ ରାତିରେ । କିନ୍ତୁ ସକାଳୁ ବେଡ୍‌ ଉପରେ ମରିଶୋଇଥିଲା ଶାଶୁ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିରହିଥିଲା

Read more