ବାଲେଶ୍ବର: ଗାଁକୁ ନାହିଁ ରାସ୍ତା, ଦେଢ଼ କିମି ଚାଲିଲେ ଗର୍ଭବତୀ ମହିଳା

ନୀଳଗିରି: ବିକାଶର ଡେଙ୍ଗୁରା ପିଟୁଥିବା ସରକାର ଅସଲ ବିକାଶ ଏବେ ପଦାରେ ପଡ଼ିଛି। ଗାଁକୁ ରାସ୍ତା ନଥିବାରୁ ଦେଢ଼ କିମି ଚାଲି ଚାଲି ଆମ୍ବୁଲାନ୍ସରେ ଡାକ୍ତରଖାନାକୁ ଆସିଲେ

Read more