କୋରାପୁଟର ପୂର୍ବତନ ବିଧାୟକ ନିମାଇ ସରକାରଙ୍କ ଘଟିଛି ଦୁର୍ଘଟଣା

କୋରାପୁଟରେ ଦୁର୍ଘଟଣା । ପୂର୍ବତନ ବିଧାୟକ ନିମାଇ ସରକାରଙ୍କ ଉପରେ ମାଡିଗଲା କାଠ ବୋଝେଇ ଟ୍ରକ ।ଗୁରୁତର ଅବସ୍ଥାରେ କୋରାପୁଟ ଶହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ

Read more