ଗବେଷଣା କେବଳ ନୂତନ ତଥ୍ୟ ଉପସ୍ଥାପନାରେ ସୀମିତ ରହିବା ଉଚିତ ନୁହେଁ: ଅମର ପଟ୍ଟନାୟକ

ଭୁବନେଶ୍ୱର: ଭାରତର ଦ୍ରୁତ ଅର୍ଥନୀତିକ ପ୍ରଗତି କ୍ଷେତ୍ରରେ ବାୟୋଟେକ୍ନାଲୋଜିର ପ୍ରୟୋଗ ଉପରେ ଆଜି ବିଶେଷ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ପବିତ୍ର ଗୁରୁ ଦିବସ ଅବସରରେ ଭୁବନେଶ୍ୱରସ୍ଥିତ ବିଆରଆଇସି-ଇନଷ୍ଟିଚ୍ୟୁଟ

Read more