ଡିସେମ୍ବର ମାସରେ କରୋନା ସଂକ୍ରମଣରେ ବିଶ୍ୱରେ ୧୦ ହଜାର ଲୋକଙ୍କର ମୃତ୍ୟୁ

କରୋନା ସଂକ୍ରମଣ ସାରା ବିଶ୍ୱରେ ପୁଣି ବ୍ୟାପିବାରେ ଲାଗିଛି । ବିଶେଷ ଭାବେ କରୋନାର ନୂଆ ଭାରିଆଣ୍ଟ କାରଣରୁ ଅନେକ ଦେଶର ସ୍ଥିତି ଏବେ ବେହାଲ ହୋଇପଡିଛି

Read more