ୟେସ୍‌ ବ୍ୟାଙ୍କରୁ ଫେରିଲା ମହାପ୍ରଭୁଙ୍କ ଟଙ୍କା

 ଭୁବନେଶ୍ୱର, ୧୯/୦୩:  ସଙ୍କଟରେ ଚାଲିଥିବା ୟେସ୍ ବ୍ୟାଙ୍କର ବ୍ୟାଙ୍କିଂ ସେବା ଗତକାଲିଠାରୁ ସ୍ୱାଭାବିକ ହୋଇଛି । ଏହାରି ମଧ୍ୟରେ ବ୍ୟାଙ୍କରୁ ଫେରିଆସିଛି ଜଗନ୍ନାଥଙ୍କ ଜମା ଟଙ୍କା ।

Read more